ଉଷ୍ମ ହେଉଛି ଶୀତଳ ଯୁଦ୍ଧ, ଦ୍ବନ୍ଦରେ କର୍ମୀ : ବଢ଼ୁଛି ବସନ୍ତ-ପ୍ରଦୀପ୍ତ ଫାଟ

ଭବାନୀପାଟଣା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗତ ୧୪ ତାରିଖର କଳାହାଣ୍ଡି ଗସ୍ତ ଜିଲ୍ଲା ବିଜେପିରେ ଥିବା ଫାଟକୁ ଚଉଡ଼ା କରିଛି। ରାଜ୍ୟ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଓ କଳାହାଣ୍ଡି ଲୋକସଭା ସଦସ୍ୟ ବସନ୍ତ ପଣ୍ଡାଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧର ଉଷ୍ମତା ଏବେ ବେଶ୍‌ ଅନୁଭବ କରି ହେଉଛି। ଆଗାମୀ ଦିନରେ ଏହି ଶୀତଳ ଯୁଦ୍ଧର ପରିଣତି ଦଳକୁ ଅଡ଼ୁଆରେ ପକାଇପାରେ ବୋଲି କୁହାଯାଉଛି। ସୂଚନାଯୋଗ୍ୟ … Continue reading ଉଷ୍ମ ହେଉଛି ଶୀତଳ ଯୁଦ୍ଧ, ଦ୍ବନ୍ଦରେ କର୍ମୀ : ବଢ଼ୁଛି ବସନ୍ତ-ପ୍ରଦୀପ୍ତ ଫାଟ